ଦଫା ୩୦୨, ୨୦୧ ଏବଂ ୩୪ IPC ଲାଗିଛି । ଗତ ୨୭ ତାରିଖ ଅପରାହ୍ନ ୧୧ଟା ୪୫ରେ ହତ୍ୟା ମାମଲା ରୁଜ୍ଜୁ ହୋଇଛି। ଗତ ମେ ୩ ତାରିଖରେ ଗୋଳନ୍ଥରା ଥାନା ଅନ୍ତର୍ଗତ ରଙ୍ଗୀପୁରରେ ବିଜେଡି ନେତା ତଥା ଦୁଇ ଭାଇ ଅଜିତ ଏବଂ ଅମିତ ସେହି ଗାଁର ଗଣେଶ ଡାକୁଆଙ୍କୁ ଆକ୍ରମଣ କରିଥିଲେ।
ପରେ ଗଣେଶକୁ ଚିକିତ୍ସା ନ କରି ପୋଲିସ ଗୋଳନ୍ଥରା ଥାନାରେ ରଖିଥିଲା । ସେଠାରେ ହିଁ ଗଣେଷଙ୍କ ମୃତ୍ୟୁ ହୋଇଥିଲା । ପରିବାର ପକ୍ଷରୁ ମାମଲା ଦେଲା ପରେ ବି ପୋଲିସ ରୁଜ୍ଜୁ କରୁନଥିଲା । ବାଧ୍ୟ ହୋଇ ଗଣେଶଙ୍କ ମାଆ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲ।