ବିଶେଷଜ୍ଞଙ୍କ ମତରେ ଆଗକୁ ଏହା 56,000 ଟଙ୍କା ସ୍ତରକୁ ଖସିପାରେ । ସେପଟେ ପାର୍ବଣ ପୂର୍ବରୁ ସୁନା ଦରରେ ହ୍ରାସ ଗ୍ରାହକଙ୍କୁ ବେଶ ଉତ୍ସାହିତ କରିଛି ।
ସେପଟେ ରୂପା କିଲୋଗ୍ରାମ ପିଛା 4490 ଟଙ୍କା ଖସିଛି । ଫଳରେ ଏହା 67,113 ଟଙ୍କାକୁ ଆସିଯାଇଛି । ସୋମବାର ରୂପା ଦର 71,603 ଟଙ୍କା ଥିଲା । ତେବେ ବିଶେଷଜ୍ଞଙ୍କ କହିବା କଥା ଆଗକୁ ସୁନା ଓ ରୂପା ଦର ଆହୁରି ଶସ୍ତା ହୋଇପାରେ ।
ସେପ୍ଟେମ୍ବରରେ ସୁନା 1,593 ଟଙ୍କା ଓ ରୂପା 2,909 ଟଙ୍କା ଶସ୍ତା ହୋଇଥିଲା ।
ଆହୁରି ପଢନ୍ତୁ ଓଡିଶା ଖବର...