ଅଧିକ ପଢନ୍ତୁ ଓଡ଼ିଶା ଖବର
ପରେ ଏହି ଦୁଇଜଣଙ୍କୁ ଥାନାକୁ ଆଣି ଅଧିକ ପଚରାଉଚୁରା କରିବା ପରେ ପୁଲିସ ଜାଣିବକୁ ପାଇଥିଲା ଯେ, ଏହି ଚୋରି ମାନଙ୍କରେ ତାଙ୍କର ହିଁ ସଂପୃକ୍ତି ରହିଛି ଏବଂ ଏମାନଙ୍କୁ ଅଧିକ ଖୋଲତାଡ କରିବା ପରେ ସେମାନଙ୍କ ଘରୁ ଦୁଇଟି ଇନଭେଟରର ବଡ ବ୍ୟାଟେରି, ଗୋଟିଏ ଇନ୍ଭେଟର, ଟାଇଲ୍ କଟର ମେସିନ୍, ୱେଲଡିଙ୍ଗ୍ ମେସିନ୍, ଷ୍ଟିଲ୍ ଅଟାଚକି ମେସିନ୍, ଅଟୋ ରେ ବ୍ୟବହୃତ ହେଉଥିବା ୪ଟି ଛୋଟ ବ୍ୟାଟେରି, କିରାନା ଦୋକାନରୁ ଚୋରି ହୋଇଥିବା ଡାଲି, ଚାଉଳ, ଇନ୍ଡେକସନ୍ ଚୁଲା, ପିତ୍ତଳ ଗରା ଏବଂ ଏହି ଚୋରୀରେ ଅଭିଯୁକ୍ତ ମାନେ ବ୍ୟବହାର କରୁଥିବା ଦୁଇଟି ଅଟୋ ଓ ଗୋଟିଏ ସ୍କୁଟି ଜବତ କରାଯାଇଛି ।ଏହି ଚୋରି ସିଙ୍ଗଳପଡା, କର୍ଲାବାହାଲି, ଆମପଡା ଭଲି ଅନେକ ସ୍ଥାନରେ ଏହି ଦୁଇଜଣ ଅଭିଯୁକ୍ତ ଚୋରି କରିଥିବା ନେଇ ସେମାନଙ୍କୁ ପୋଲିସ ଗିରଫ କରି ଅଧିକ ତଦନ୍ତ ଚଲାଇଛି ।