ନାର୍କୋ ଟେଷ୍ଟ ଅଭିଯୁକ୍ତ ଯାହା କହିବ ସବୁ ସତ ବି ନ ହୋଇପାରେ । କୋର୍ଟରେ ବି ନାର୍କୋ ଟେଷ୍ଟ ଗ୍ରହଣୀୟ ନୁହେଁ । ହତ୍ୟାର 2 ସପ୍ତାହ ପରେ ବି କ୍ରାଇମବ୍ରାଞ୍ଚ ହାତ ଖାଲି । ଜଷ୍ଟିସ ଜେ.ପି ଦାସଙ୍କ ତଦାରଖ କୋର୍ଟ ମନିଟର୍ଡ ନୁହେଁ । କାହିଁକି ଡିଜିପି କହିଲେ କୋର୍ଟ ମନିଟରରେ ହେଉଛି ତଦାରଖ ।
କାହିଁକି ନବ ଦାସ ଙ୍କୁ ଭୁବନେଶ୍ବର ଅଣାଯାଇ ଟ୍ରିଟମେଣ୍ଟର କରାଗଲା ନାଟକ । ନବ ଦାସଙ୍କ ସମର୍ଥକଙ୍କର ନାହିଁ କ୍ରାଇମବ୍ରାଞ୍ଚ ଉପରେ ଭରସା । ସିବିଆଇ ତଦନ୍ତ ନହେଲେ ଜନ ଆନ୍ଦୋଳନ ଧମକ । ଅନ୍ୟପଟେ ବିଶେଷଜ୍ଞଙ୍କ ମତ ନାର୍କୋ ଟେଷ୍ଟରୁ ଜଣାପଡିବନି ଗୋପାଳର ସତ ।
ଅଧିକ ଓଡିଶା ନ୍ୟୂଜ଼ ପଢନ୍ତୁ