ଅଧିକ ପଢନ୍ତୁ: ଗୋପାଳ ମୁହଁର ଏ ହସ ବହୁତ କଥା କହୁଛି...
ପଲିଗ୍ରାଫ ଟେଷ୍ଟରେ ଗୋପାଳକୁ କିଛି ପ୍ରଶ୍ନ କରାଯାଇଥିଲା । ପ୍ରଥମେ କିଛି ସହଜ ପ୍ରଶ୍ନ କରାଯାଇଥିଲା । ପରେ ନବ ଦାସଙ୍କୁ ଗୁଳି ମାରିବା ପଛର କାରଣ ପଚରାଯାଇଥିଲା । ପ୍ରଶ୍ନର ଉତ୍ତର କେତେ ସତ ଓ କେତେ ମିଛ ତାହା ଜାଣିବାକୁ ପଲିଗ୍ରାଫ ଟେଷ୍ଟ ହୋଇଛି । ନାର୍କୋ ଟେଷ୍ଟରେ ଅଭିଯୁକ୍ତ ମିଛ କହିପାରିବ ନାହିଁ ।
ନାର୍କୋ ଟେଷ୍ଟ ବେଳେ ଦେଉଥିବା ଉତ୍ତରକୁ ସତ ବୋଲି ଧରାଯାଇଥାଏ । ଏହାକୁ ଆଧାର କରି କୋର୍ଟରେ ଦାଖଲ କରାଯିବ ରେକର୍ଡ । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା କ୍ୟାମ୍ପ କରି ଗାନ୍ଧିନଗରରେ ରହି ତଦାରଖ କରୁଛନ୍ତି । ଡିଏସପି ରମେଶ ଚନ୍ଦ୍ର ଦୋରାଙ୍କ ନେତୃତ୍ୱରେ ୮ ଜଣିଆ ଟିମ ଗୋପାଳକୁ ଝାରସୁଗୁଡ଼ାରୁ ଗୁଜରାଟ ନେଇଛନ୍ତି।
ଅଧିକ ଓଡିଶା ନ୍ୟୂଜ଼ ପଢନ୍ତୁ