ସ୍କୁଲ ସମୟରେ ଗୋପାଳ ଜଣେ ଉତ୍ତମ ଖେଳାଳି ଥିଲା। ସେ ଭଲ ଫୁଟୁବଲ ଖେଳେ। ଏହାସହ ଭଲ ସ୍ପିଣ୍ଟର ଜଣେ ଥିଲା। ପିଲାବେଳୁ ଗୋପାଳଙ୍କର ସ୍ପୋର୍ଷ୍ସମ୍ୟାନ ହେବାର ଇଚ୍ଛା ଥିଲା। ଏହାସହ ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ ହେବାର ମଧ୍ୟ ଇଚ୍ଛା ଥିଲା। ସେ ଜଣେ ଶାନ୍ତ ସ୍ୱଭାବର ବ୍ୟକ୍ତି ଥିଲା ବୋଲି ତାଙ୍କ ବନ୍ଧୁ ସୂଚନା ଦେଇଛନ୍ତି।
ଓଡିଶା ଖବର ଆହୁରି ପଢନ୍ତୁ