ସ୍ୱାମୀ ପ୍ରଜ୍ଞାନନନ୍ଦଙ୍କ ସହ ଅନେକ ସାଧୁ ସନ୍ଥ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଶିକ୍ଷକ ଓ ଅଭିଭାବକ ମାନଙ୍କୁ କୋମଳମତି ଛାତ୍ରଛାତ୍ରୀ ମାନଙ୍କର ମୁହଁରେ ସର୍ବଦା ହସ ଓ ଆଖିର ଚମକ ଯେପରି ବନ୍ଦ ହୋଇ ନଯାଏ, କାରଣ ଉଜ୍ଜଳ ମୁହଁ ଓ ଆଖିର ଚମକ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବୋଲି ବିବେଚନା କରି ନିଜ ବକ୍ତବ୍ୟ ମାଧ୍ୟମରେ ଉପଦେଶ ଦେଇଥିଲେ ! ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ବାଳାଶ୍ରମ ଗସ୍ତରେ ମହାମହିମ ରାଜ୍ୟପାଳ
ଅର୍ଗସ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଅରୁଆସ୍ଥିତ ହରିହରାନନ୍ଦ ବାଳାଶ୍ରମର ବାର୍ଷିକ ଉତ୍ସବରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ଅତିଥିଭାବେ ଯୋଗଦେଥିଲେ। ଏହି ଉତ୍ସବରେ ଆଶ୍ରମର ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା କଳାକୃତିର ପ୍ରଦର୍ଶନ କରାଯିବା ସହ ଭବ୍ୟ ସମ୍ବର୍ଦ୍ଧନାରେ ରାଜ୍ୟପାଳନକୁ ସମ୍ବର୍ଦ୍ଧନା କରଯାଇଥିଲା।
Download Argus News App
