ପୁରୀ ପାଖାପାଖି ସ୍ଥଳଭାଗ ଛୁଇଁବ ବାତ୍ୟା । ସମ୍ଭାବ୍ୟ ବାତ୍ୟା ନେଇ IMD ଓ NDRF ଡିଜିଙ୍କ ମିଳିତ ପ୍ରେସମିଟ୍ । ବାତ୍ୟାର ରୂପ ନେଲା ଗଭୀର ଅବପାତ । ପାରାଦୀପଠାରୁ ୬୫୦, ବିଶାଖାପାଟଣାରୁ ୪୨୦ କି.ମି ଦୂରରେ ବାତ୍ୟା ଜଓ୍ବାଦ। ଗୋପାଳପୁରଠାରୁ ୫୩୦ କିମି ଦୂରରେ ରହିଛି ବାତ୍ୟା ।
ମାଡି ଆସୁଛି ବାତ୍ୟା ଜଓ୍ୱାଦ, ଛୁଟି ହେଲା ବାତିଲ

ଅର୍ଗସ ବ୍ୟୁରୋ: ପ୍ରଖର ବେଗରେ ମାଡି ଆସୁଛି ବାତ୍ୟା ଜଓ୍ୱାଦ। ଜଓ୍ୱାଦକୁ ନେଇ ହାଇଆଲର୍ଟ ଜାରି ହୋଇଛି। ସବୁଠି ସତର୍କ ସୂଚନା। ତେବେ ଏହାକୁ ଦୃଷ୍ଟିରେ ରଖି ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର । ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ସରକାର । ସମସ୍ତ କର୍ମଚାରୀ ନିଜ ନିଜର ହେଡକ୍ବାର୍ଟର୍ସରେ ରହିବାକୁ ନିର୍ଦେଶ ଦିଆଯାଇଛି । ଏମିତିକି ଛୁଟିରେ ଥିବା କର୍ମଚାରୀ ମଧ୍ୟ ତୂରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅପାରଗ ଅଫିସରଙ୍କୁ ମାଲକାନଗିରି ବଦଳି କରିବାକୁ କହି ବିବାଦରେ ସୁବାସ ସିଂହ
ଅର୍ଗସ ବ୍ୟୁରୋ: ମାଲକାନଗିରିରେ ତୀବ୍ର ପ୍ରତିକ୍ରିୟା । ଅପାରଗ ଅଫିସରଙ୍କୁ ମାଲକାନଗିରି ବଦଳି କରିବାକୁ କହି ବିବାଦରେ କଟକ ମେୟର ସୁବାସ ସିଂହ । ଏଠି ପ୍ରଶ୍ନ, ମାଲକାନାଗିରି କଣ କଳାପାଣି ?
ମାଲକାନାଗିରି କଣ କଳାପାଣି .....ନା ମାଲକାନାଗିରି କଣ ପନିସମେଣ୍ଟ ଜିଲ୍ଲା । କାହିଁକି ବିଜେଡିର ନେତା,ମନ୍ତ୍ରୀ, ବିଧାୟକ ମାନେ ବାରମ୍ବାର ଅଫିସରଙ୍କୁ ମାଲକାନାଗିରି ପଠା
Download Argus News App
