ଅଧିକ ପଢନ୍ତୁ: ସ୍ୱାମୀ-ସ୍ତ୍ରୀର କଳି ପାଇଁ ପୁଅକୁ ବିକିଲା ବାପା
ମହେଶ୍ୱର କୁ ବହୁ ଖୋଜାଖୋଜି କରିବା ପରେ ନ ପାଇବାରୁ ତିନି ଦିନ ପରେ ସ୍ଥାନୀୟ ଭଣ୍ଡାରିପୋଖରୀ ପୋଲିସ ନିକଟରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ମହେଶ୍ୱର ଜନ୍ମ ରୁ କଥା କହିବା ଓ ଶୁଣିବା ଶକ୍ତି ହରାଇଥିବା ବେଳେ ସେ ଏବେ କେଉଁଠି ଓ କେମିତି ଥିବ ତାହାକୁ ନେଇ ଏବେ ତାଙ୍କ ମାଉସୀ ଘର ଓ ମାମୁଁ ଘର ଲୋକ ଚିନ୍ତାରେ ରହୁଥିବା ବେଳେ ଗ୍ରାମର ବାସିନ୍ଦା ମାନେ ମଧ୍ୟ ଚିନ୍ତାରେ ରହିଛନ୍ତି। ଆଉ ସମସ୍ତେ ଚାହିଁ ରହିଛନ୍ତି ମୂକ ବଧିର ନାବାଳକ ମହେଶ୍ୱର ଫେରିବା ବାଟକୁ।
ଅଧିକ ପଢନ୍ତୁ: ନ୍ୟାୟ ଭିକ୍ଷା କଲେ ପରିବାର ଲୋକେ
ସେପଟେ ସ୍ଥାନୀୟ ପୋଲିସ ମହେଶ୍ୱରକୁ ଖୋଜିବା ପାଇଁ ଆଖପାଖ ୧୬ ଟି ଥାନାକୁ ଖବର ଦେବା ସହ ପିଲାଟି ସନ୍ଧାନ ପାଇଁ ପ୍ରାୟସ ଜାରି ରଖିଛି। ଯଦି କେହି କୌଣସି ବ୍ୟକ୍ତି ମୂକ ବଧିର ମହେଶ୍ୱରକୁ ଦେଖନ୍ତି ତାହାଲେ ଏହି ମୋବାଇଲ ନମ୍ବର ୭୭୩୬୦୪୫୮୧୧ କିମ୍ବା ୬୩୭୦୨୯୧୭୭୯ ରେ ଜଣାଇବା ପାଇଁ ଅନୁରୋଧ କରାଯାଇଛି ।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ