Be the first to know any news. You will get latest stories and video updates through the day. You can turn them off anytime.
ଅର୍ଗସ ବ୍ୟୁରୋ: ରାଜଧାନୀରେ ଜମୁଛି ଖଣ୍ଡଗିରି ମାଘମେଳା । ମେଳାର ପଞ୍ଚମ ଦିନରେ କମ୍ପୁଛି ତପୋଭୂମି ପାଦଦେଶ। ଜପ, ତପ ଓ ବେଦ ମନ୍ତ୍ରରେ ପ୍ରକମ୍ପିତ ହେଉଛି ସାରା ପତିବେଶ।
ସାଧୁ ସନ୍ଥ ମାନେ ବିଶ୍ଵଶାନ୍ତି କଲ୍ୟାଣ ପାଇଁ ଏଠାରେ ସିଦ୍ଧିର ସହିତ ଧୁନି ଜାଳି ଅଖଣ୍ଡ ଦୀପ ଜାଳି ପୂଜା କରୁଛନ୍ତି।