ଆଜି ସୁଦ୍ଧା ମୋଟ 1271 କୋଟି ଟଙ୍କାର କୋଇଲା ବ୍ୟବସାୟ କାଗଜ ପତ୍ରରେ ଦର୍ଶା ଯାଇଥିବାବେଳେ, 121 କୋଟି ଟଙ୍କାର ଲିଆବିଲିଟି ଦର୍ଶାଇଛି କମ୍ପାନୀ । ଏହା ଭିତରୁ ଏକ କୋଟି ଟଙ୍କା ନଗଦ ଜମା ଦର୍ଶା ଯାଇଥିବାବେଳେ 120 କୋଟି ଟଙ୍କାକୁ ଆଇ.ଟି.ସି ଅଧୀନରେ କାରବାର ହୋଇଥିବା ଦର୍ଶାଇଛନ୍ତି । କମ୍ପାନୀ କର୍ମଚାରୀଙ୍କ ବୟାନ ରେକର୍ଡ କରିଛନ୍ତି ଜିଏସଟି ଅଧିକାରୀ। କିଛି କାଗଜପତ୍ର ଓ କମ୍ପ୍ୟୁଟର ସିଜ୍ କରିଛି ଏନଫୋର୍ସମେଣ୍ଟ ୟୁନିଟ୍ ।
ଆହୁରି ପଢନ୍ତୁ ଓଡିଶା ଖବର...