ସେପଟେ ବିବାହ, ବ୍ରତ ଓ ଶୁଦ୍ଧିକାର୍ଯ୍ୟ ପାଇଁ ବିଏମସିର ଗାଇଡ଼ଲାଇନରେ ସାମାନ୍ୟ କୋହଳ। ପରିବର୍ତ୍ତିତ ଗାଇଡ଼ଲାଇନ ଜାରି ହୋଇଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି ନୂତନ ଗାଇଡ଼ଲାଇନ। ୫୦ ଜଣଙ୍କ ମଧ୍ୟରେ ସୀମିତ ରହିବ ଉତ୍ସବ। ୬ ଫୁଟ ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ। ବିଏମସିର ପୂର୍ବ ଗାଇଡ଼ ଲାଇନକୁ ବିଭିନ୍ନ ସଂଗଠନ ବିରୋଧ କରିଥିଲେ।
ମହାଳୟା ଶ୍ରାଦ୍ଧ ଅବସରରେ ବିନ୍ଦୁ ସାଗରରେ କଟକଣା
Download Argus News App
