ଗତ 24ଘଣ୍ଟାରେ କୋରାପୁଟ ସିମିଳିଗୁଡାରେ ସର୍ବନିମ ତାପମାତ୍ରା 9.1 ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା 11ଡିଗ୍ରୀ ରେକର୍ଡ ହୋଇଛି। ବାୟୂମଣ୍ଡଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଫଳରେ ରାତିର ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି। ଆସନ୍ତା 4 ତାରିଖରୁ ଶୀତର ପ୍ରଭାବ ସାମାନ୍ୟ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ଶୀତରେ କମ୍ପୁଛି ଅଧା ଓଡିଶା

ଭୁବନେଶ୍ୱର: ଖସୁଛି ପାରଦ, ଥରାଉଛି ଜାଡ। ଶୀତରେ କମ୍ପୁଛି ଅଧା ଓଡିଶା। ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡିଶାରେ ଶୀତର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି। ଚଳିତ ବର୍ଷ ବିଳମ୍ବରେ ଆସଥିଲେ ମଧ୍ୟ ଗଲା ସପ୍ତାହେ ହେବ ଶୀତର ପ୍ରଭାବ ବୃଦ୍ଧି ପାଇଛି।
Download Argus News App
