ଅଧିକ ପଢନ୍ତୁ: ଝୁଲି ପଡିଲେ ପ୍ରେମୀ ଯୁଗଳ
ତେବେ ଆଜି ସକାଳୁ ଗୌଡ଼ଦେଇ ସ୍ଥିତ ସରକାରୀ ଇଂଜିନିୟରିଂ କଲେଜ ପଛପଟ ଜଙ୍ଗଲରୁ ଉଭୟ ପ୍ରେମୀ ଯୁଗଳଙ୍କ ମୃତ ଦେହ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ତେବେ ଏନେଇ ପୋଲିସକୁ ଖବର ଦିଆଯାଇଥିବା ବେଳେ ବର୍ତମାନ ସୁଦ୍ଧା ପୋଲିସ ଘଟଣା ସ୍ଥଳରେ ପହଞ୍ଚିନ ଥିବା ଜଣାପଡିଛି ।
ଅଧିକ ଓଡିଶା ନ୍ୟୂଜ଼ ପଢନ୍ତୁ