କୁଆଖାଇ ଆନିକଟ ଉଭୟ ପାଶ୍ୱର୍ର ଉନ୍ନତ ରାସ୍ତା ସହ ନଦୀର ଖନନ ଏହା ସହ ପୁରୀ କେନାଲ ଉଭୟ ପାର୍ଶ୍ୱର ରାସ୍ତା ପ୍ରଶସ୍ତିକରଣ ସହ ଉନ୍ନତିକରଣ ଇତ୍ୟାଦି 6 ଦଫା ଦାବିରେ ଆଜି ହଂସପାଳ ଛକରେ ରାସ୍ତା ଅବରୋଧ କରିଥିଲେ । ପୋଲିସର ବୁଝାସୁଝା ପରେ ରାସ୍ତା ଅବରୋଧରୁ ଉଠି ଥିଲେ ବିକ୍ଷୋଭକାରୀ ।
ଆଜି ୧ଘଣ୍ଟା ଧରି ବନ୍ଦ ରହିଥିଲା ହଂସପାଳ ଛକ

ଭୁବନେଶ୍ୱର: ଉତ୍ତର ଭୁବନେଶ୍ବର ଉନ୍ନୟନ ପରିଷଦ ପକ୍ଷରୁ ଆଜି ହଂସପାଳ ଛକକୁ 1ଘଣ୍ଟା ଧରି ବନ୍ଦ କରି ରଖିଥିଲେ । 6 ଦଫା ଦାବି ନେଇ ରାଜରାସ୍ତା ବନ୍ଦ କରିଥିଲେ ଉତ୍ତର ଭୁବନେଶ୍ୱର ଉନ୍ନୟନ ପରିଷଦର କର୍ମକର୍ତ୍ତା ।
Download Argus News App
