ବାଲୁକା କଳାକୁ ଅଧିକ ଆକର୍ଷଣ କରିବା ପାଇଁ ଶତାଧିକ ଷ୍ଟିଲ ଗିନା, ଦିପ ଆଦିକୁ ବ୍ଯବହାର କରାଯାଇଛି।ଦେଶର ପ୍ରତ୍ଯେକ ନାଗରିକ ଓ ଯୁବପୀଢ଼ି ଭାରତୀୟ ଭାବେ ଗର୍ବକରି ଗଣତନ୍ତ୍ର ଦିବସକୁ ପାଳନ କରିବାକୁ ଏହି ବାଲୁକା ଚିତ୍ରକଳାରେ ବାର୍ତ୍ତା ଦିଆଯାଇଛି। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ସୁଦର୍ଶନ ବାଲୁକାକଳାକୁ ନିଆରା ଢଙ୍ଗରେ ପ୍ରସ୍ତୁତ କରି ଦେଶବାସୀଙ୍କୁ ଶୁଭେଚ୍ଛା ଦେଇଥାନ୍ତି। ପୁରୀ ବେଳାଭୁମିରେ ଆଜି ସୁଦର୍ଶନଙ୍କ ବାଲୁକାକଳା ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି।
ଓଡିଶା ଖବର ଆହୁରି ପଢନ୍ତୁ