Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ନିର୍ବାଚନ ବେଳେ ମାଓ ହିଂସା; CRPF ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଆହତ
ଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ଦାବିରେ ବିଜେପିର ଥାନା ଘେରାଉ
ଅର୍ଗସ ବ୍ୟୁରୋ: ଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ଦାବିରେ ଓଡଗାଁ ଥାନା ଘେରିଲା ନୟାଗଡ଼ ବିଜେପି l ନ୍ୟାୟ ଦାବିରେ ରାସ୍ତାରୋକ ସହ ଥାନା ଭିତରକୁ ଧସେଇ ପଶିଲେ ଶତାଧିକ ବିଜେପି କର୍ମୀ l କିଛି ଦିନ ତଳେ ଓଡଗାଁ ଥାନା ଗିରିଡ଼ିପଲ୍ଲୀ ଗାଁର ଜଣେ ମହିଳାଙ୍କୁ ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀ ଦୁଷ୍କର୍ମ କରିଥିବା ନେଇ ଓଡଗାଁ ଥାନାରେ ଅଭିଯୋଗ ହୋଇଥିଲା l ହେଲେ ପୋଲିସ ଅଭିଯୁକ୍ତଙ୍କ
ମୋବାଇଲକୁ ଆସୁଥିବା ଲିଙ୍କ୍ ଅସଲି ନା ନକଲି କେମିତି ଜାଣିବେ?
ଅର୍ଗସ ବ୍ୟୁରୋ: ଆଜିକାଲି ସାଇବର କ୍ରାଇମ ବହୁତ ମାତ୍ରାରେ ବଢ଼ିବାକୁ ଲାଗିଲାଣି। କାହାକୁ କଲ କରି ସ୍କାମ କରାଯାଉଛି ତ ଆଉ କିଏ ମେସେଜ ମାଧ୍ୟମରେ ଠକାମିର ଶିକାର ହେଉଛି। ବର୍ତ୍ତମାନ ଏକ ଲିଙ୍କ ମାଧ୍ୟମରେ ଲୋକଙ୍କୁ ଚୂନା ମାରୁଛନ୍ତି ଦୂବୁର୍ତ୍ତ । ନିର୍ବାଚନ ପ୍ରଚାର ନାଁରେ ଲୋକଙ୍କ ମୋବାଇଲକୁ ଅନନୋନ ନମ୍ବରରୁ ଏକ ଲିଙ୍କ୍ ଆସୁଛି ଆଉ ସେହି ଲିଙ୍କରେ କ୍ଲିକ କଲେ ଆପଣଙ୍କ ଫୋନକୁ କ୍ଷତ