ଗାନ୍ଧୀ ଛକ ଫାଣ୍ଡି ଏଏସଆଇ ଗୋପାଳ ଦାସ ଗୁଳିମାଡ କରିଛନ୍ତି । ଗୋପାଳଙ୍କୁ କାବୁକରି ପୋଲିସ ପଚରାଉଚରା କରୁଛି ।ତେବେ ଦୋଷୀ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଏସଡିପିଓ କହିଛନ୍ତି । ବ୍ରଜରାଜନଗରରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ ହୋଇଥିବା ସୂଚନା ମିଳିଛି ।
ସୂୁନାନୁସାରେ,ଏସକଟ ଗାଡିରୁ ସେ ଓହ୍ଲାଉଥିଲେ ।ତାଙ୍କୁ କର୍ମୀମାନେ ଫୁଲତୋଡା ଦେଇ ସମ୍ବନ୍ଧନା ଦେଉଥିଲେ ।ଗୋପାଳ କୃଷ୍ଣ ଦାସ ଗୁଳିମାଡ କରିଥିବା ଜଣାପଡିଛି। ଭୁବନେଶ୍ୱର ଆପୋଲୋ ହସ୍ପିଟାଲକୁ ନିଆଯିବ ବୋଲି ସୂଚନା ରହିଛି।
ଓଡିଶା ଖବର ଆହୁରି ପଢନ୍ତୁ