ତେବେ ୪୫ ଡିଗ୍ରୀ ତାପମାତ୍ରାରେ ସିଜୁଛି ବୌଦ୍ଧ। ଅସହ୍ୟ ଗରମରେ କଲବଲ ହେଉଛି ସାରା ଓଡିଶା । ପ୍ରବଳ ଖରା ସହିତ ଗରମ ସାଙ୍ଗକୁ ରାଜ୍ୟବାସୀ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ଶୁକ୍ରବାର ବୌଦ୍ଧରେ ପୁଣି ୪୫ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ୫ଟି ସହରର ତାପମାତ୍ରା ୪୪ ଡିଗ୍ରି ଉପରେ ରହିବା ସହିତ , ୯ଟି ସହରର ତାପମାତ୍ରା ୪୩ ଡିଗ୍ରି ଉପରେ ଓ ୨୫ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିିଛି ।
ପ୍ରବଳ ତାତି ସାଙ୍ଗକୁ ବୌଦ୍ଧରେ ୪୫ ଡିଗ୍ରୀ ତାପମାତ୍ରା ରେକର୍ଡ
ସମସ୍ତଙ୍କ ଟଙ୍କା ଧରି ଭଣ୍ଡ ପାଦ୍ରୀ ଫେରାର

ବଲାଙ୍ଗୀର: ସତ ହେଲା ଅର୍ଗସର ଅନୁମାନ। ଟଙ୍କା ଧରି ଠକ ବଜିନ୍ଦର ଫେରାର। ଦ୍ବିତୀୟ ଦିନରେ ସଭାକୁ ଆସିଲେନି ବଜିନ୍ଦର । ସମସ୍ତଙ୍କ ଟଙ୍କା ଧରି ଭଣ୍ଡ ପାଦ୍ରୀ ଫେରାର ହୋଇଯାଇଥିବା ଅଭିଯୋଗ। ଲୋକଙ୍କ ଲକ୍ଷାଧିକ ଟଙ୍କା ଧରି ଗାୟବ ହୋଇଯାଇଥିବା ଅଭିଯୋଗ ଆଣିଲେ ଅୟୋଜକ। ଏହାସହ ଆୟୋଜକ ମଧ୍ୟ ନିଜ ମୁଣ୍ଡରୁ ଦୋଷ ଖସାଇଛନ୍ତି।
କୌଣସି ଅଭିଯୋଗ ନକରିବାକୁ ସଭାରେ ଘୋଷଣ
Download Argus News App
