ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି 21 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ 10 ରୁ ଅଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
4 ଦିନ ଯାଏଁ ତାତିରୁ ନାହିଁ ତ୍ରାହି, 21 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର । ତତଲା କଡେଇରେ ଭାଜି ହେଉଛି ରାଜଧାନୀ ଭୁବନେଶ୍ୱର । ଗତ 24 ଘଣ୍ଟାରେ 44 ଡିଗ୍ରୀ ଟପିଛି ତାପମାତ୍ରା । ସେହିପରି ରାଜ୍ୟର 16 ଟି ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ଼ କରାଯାଇଥିବା ବେଳେ 13 ଟି ସହରରେ 41 ଡିଗ୍ରୀ ଉପରେ ତାପମାତ୍ରା ।
Download Argus News App
