ଅଧିକ ପଢ଼ନ୍ତୁ:ପଶ୍ଚିମା ଝଡ ପବନରେ ନଷ୍ଟ ହେଲା ଏକର ଏକର ଧାନ ଚାଷ
ଅଦିନିଆ କାଳବୈଶାଖୀ ବର୍ଷା ଓ ପଶ୍ଚିମା ଝଡ ପବନରେ ନଷ୍ଟ ହେଲା ଏକର ଏକର ଧାନ ଚାଷ। ପାଣିରେ ଭାସିଲା ପାଚିଲା ଓ କଞ୍ଚାଧାନ। ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବାବେଳେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।
ଆହୁରି ପଢ଼ନ୍ତୁ: ରାଜ୍ୟରେ ପଶ୍ଚିମା ଝଡ଼ର ତାଣ୍ଡବ: ବଜ୍ରପାତରେ୨ ମହିଳା ଗୁରୁତର, ୧୩ ଗୋରୁ ମୃତ