ହାତୀମୁଣ୍ଡା ସରକାରୀ ବିଦ୍ୟାଳୟରେ ସମସ୍ତଙ୍କ ରହିବା ସହ ରନ୍ଧା ଖାଦ୍ୟ ଯୋଗାଇଦେବାକୁ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ବିଡିଓ । କୁମ୍ଭାରିପଦାର ପାହାଡ଼ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ : କନ୍ଧମାଳ ଦାରିଙ୍ଗବାଡି ବ୍ଲକରେ ପ୍ରବଳ ବର୍ଷା । ଭୂସ୍ଖଳନ ଆଶଙ୍କାରେ କୁମ୍ଭାରିପଦାର ଗାଁର ୪୦୦ ଲୋକଙ୍କୁ ହାତୀମୁଣ୍ଡାକୁ ସ୍ଥାନାନ୍ତରିତ କଲା ଜିଲ୍ଲା ପ୍ରଶାସନ । ସେପ୍ଟେମ୍ବରରେ ୨ ଥର ଭୂସ୍ଖଳନ ହୋଇଥିବାରୁ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି ।