ସେହିପରି ରାଜ୍ୟର ଅନେକାଞ୍ଚଳରେ ବର୍ଷା ହେତୁ ପାଣି ଜମି ରହିଛି। ତଳିଆ ଅଞ୍ଚଳରେ ବନ୍ୟା ହୋଇପାରେ ବୋଲି ଏସଆରସି କହିଛନ୍ତି।
ଖୋଲିଲା ହୀରାକୁଦର ୬ଟି ଗେଟ୍

ସମ୍ବଲପୁର : ଖୋଲିଲା ହୀରାକୁଦର ୬ଟି ଗେଟ୍। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଖୋଲିଲା ଗେଟ। ବାମରୁ ୪ ଓ ଡାହାଣ ପାର୍ଶ୍ଵରୁ ୨ଟି ଗେଟ ଖୋଲିଛି।
Download Argus News App
