୨୦୧୭ରେ ସଫିଦ୍ଦିନକୁ ଆତଙ୍କବାଦୀ ଘୋଷଣା କରିଥିଲା ଆମେରିକା । ବିରୁଟ୍ ବୋମା ମାଡ଼ରେ ସଫିଦ୍ଦିନର ମଧ୍ୟ ମୃତ୍ଯୁ ହୋଇଥିବା ପ୍ରଥମେ କୁହାଯାଇଥିଲା । କିନ୍ତୁ ପରେ ଜଣାପଡ଼ିଥିଲା ସେ ଜୀବୀତ ଅଛି । ହିଜବୁଲ୍ଲାର ରାଜନୈତିକ ବ୍ୟାପାର ବୁଝାବୁଝି କରିବା ସହିତ ସଂଗଠନର ଜିହାଦ କାଉନସିଲର ମଧ୍ୟ ସେ ସଭ୍ୟ ରହିଛି । ଇରାନ ସହିତ ତାର ରହିଛି ଘନିଷ୍ଠ ସଂପର୍କ । । ନବେ ଦଶକରୁ ହିଁ ନସରଲ୍ଲାର ଉତ୍ତରାଧିକାରୀ ଭାବେ ସେ ପରିଚିତ ଥିଲା ବୋଲି କୁହାଯାଏ । ଅନଯପଟେ ନସରୁଲ୍ହା ର ମୃତଯୁ ପରେ କେବଳ ହିଜବୁଲ୍ଲା ନୁହେଁ , ଗାଜାରେ ହମାସ ଏବଂ ଇରାନ ରେ ହମାସ ସଦମର୍ଥକଙ୍କ ମଧଯରେ ଭଯ ଖେଲିଜାଇଛି..ହମାସ ଚିଫ୍ ଯାହାଯା ସିନୱାର ନେକ୍ସ ଇନ୍ ଲାଇନ୍ ବୋଲି ନେତାନାହୁଙ୍କ ହିଣ୍ଟ ପରେ ଲୁଚିବାକୁ ଜାଗା ଖୋଜୁଛି ସିନୱାର ।
ହିଜବୁଲ୍ଲା ହେଡ୍ ନସରୁହ୍ଲାର ନିପାତ ପରେ । ହସନ ନସରୁଲଲା ଆଉ ଦୁନିଆକୁ ଡରାଇପାରିବ ନାହିଁ ବୋଲି କହିଥିଲା ଆଡିଏଫ୍ । କିନ୍ତୁ ନସରହ୍ଲାର ମଋତଯୁର ମାତ୍ର ୨୪ ଘଣାଟା ଭିତରେ ହିଜବୁଲ୍ହା ନୂଆନେତା ଘୋଷଣା କରିଛି...ଅନଯପଟେ ଇରାନ୍ କୁ ସିଧାସଳଖ ଧମକି ଦେଇଛନ୍ତି ନେତାନଯଯାହୁ...ଏପରିକି ହମାସ ର ଖୁଙ୍କାର ନେତା ଯାହାଯା ସିନୱାର ଉପରେ ମଧଯ ନଜର ବୋଲି କହିଛନ୍ତି ଏପରି ସ୍ଥିତିରେ ହିଜବୁଲ୍ଲା ନୂଆ ନେତ-ତ୍ବ ସହିତ ପୁଣି ଛିଡା ହେବାକୁ ଚେଷ୍ଟା ଜାରୀ ରଖିଥିବା ବେଳେ ମଧଯ ପ୍ରାଚଯ ର ନିଆଁ କେବେ ଥମିବ ଏହାକୁ ନେଇ ବିଶଆବ ସମୁଦାଯ ଚିନ୍ତା ରେ