ଫଳରେ ୧,୨,୩,୪ ଶେଷ ନମ୍ବର ପାଇଁ ଡିସେମ୍ବର ୩୧ ଡେଡ୍ ଲାଇନ ଧାର୍ଯ୍ୟ ହୋଇଛି । ଏବେ ପ୍ରତିଦିନ ବୁକିଂ ସଂଖ୍ୟାକୁ ୨୫ ହଜାରରୁ ୫୭ ହଜାରକୁ ବୃଦ୍ଧି କରାଯାଇଛି । ତେବେ ଆଜି ଶୁଣାଣି ପରେ ହାଇକୋର୍ଟ ଏହି ମାମଲାର ଅନ୍ତ ଘଟାଇଛନ୍ତି। ଏହା ପରେ କୌଣସି ବୈଷୟିକ ଦିଗ ନେଇ ଆପତ୍ତି ଆସିଲେ, ଯେ କୌଣସି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।