ମାଲକାନଗିରି ଜିଲ୍ଲାର ପେପରମଟଲା ସ୍କୁଲ ସହିତ ଆଉ ଦୁଇଟି ସ୍ଥାନରେ ୨, ୩ ଓ ୪ ତାରିଖ ଦିନ କ୍ୟାମ୍ପ ପଡ଼ିବ । ସେହି ଅଞ୍ଚଳର ଅସୁସ୍ଥ ବ୍ୟକ୍ତି ମାନେ ଏହି କ୍ୟାମ୍ପରେ ଡ଼ାକ୍ତରଙ୍କୁ ଦେଖାଇ ପାରିବେ । ଫିଲ୍ମ ଦମନର ମୁଖ୍ୟ ନାୟକ ଡାକ୍ତର ଓମକାର ହୋତା ମାଲକାନାଗିରିରେ ସ୍ଵାସ୍ଥ୍ୟସେବା ଯୋଗାଇ ଆଜି ଦେଶ ବିଦେଶରେ ପରିଚିତ ହୋଇଥିବା ବେଳେ, ତାଙ୍କର ଏହି ମିଶନକୁ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ ପୁଣି ଥରେ ସଫଳ କରିବାକୁ ଯାଉଛି ।
ଓଡିଶା ଖବର ଆହୁରି ପଢନ୍ତୁ