୨୦୧୮ରେ ନେଦରଲାଣ୍ଡ କୁ ହରାଇ ବିଜୟ ମୁକୁଟ ପିନ୍ଧିଥିଲା ବେଲଜିୟମ ଟିମ୍ । ଅନ୍ୟପଟେ ଏହି ମ୍ୟାଚ୍ ପୂର୍ବରୁ ବ୍ରୋଞ୍ଜ ପାଇଁ ଲଢ଼ିବେ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ । ଅପରାହ୍ନ ସାଢ଼େ ୪ଟାରେ କଳିଙ୍ଗ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ ।
କ୍ରୀଡା ଖବର ଆହୁରି ପଢନ୍ତୁ
ଅର୍ଗସ ବ୍ୟୁରୋ: ହକି ବିଶ୍ବକପ ରେ ଆଜି ଫାଇନାଲ ଫାଇଟ୍ । ଟାଇଟଲ ପାଇଁ ବେଲଜିୟମ ଓ ଜର୍ମାନି ମଧ୍ୟରେ ହେବ ଲଢ଼େଇ । ଅଢ଼େଇ ସପ୍ତାହ ଧରି ଓଡ଼ିଶାରେ ଚାଲିଥିବା ହକି ବିଶ୍ବକପର ଆଜି ଖେଳାଯିବ ଫାଇନାଲ ମ୍ୟାଚ୍ । ସନ୍ଧ୍ୟା ୭ଟାରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଗତ ଥରର ଚାମ୍ପିଅମ ବେଲଜିୟମ ଓ ଜର୍ମାନି । ଲଗାତାର ଦ୍ବିତୀୟ ଥର ହକି ବିଶ୍ବକପ ଟାଇଟଲ ଜିତିବା ଲକ୍ଷ୍ୟରେ ରହିଛି ବେଲଜିୟମ ଟିମ୍ ।