ଏହି ହକି ବିଶ୍ୱକପ ଟ୍ରଫି ଜାନୁଆରୀ ୩ ତାରିଖ ପୂର୍ବାହ୍ନ ୧୧ ଟା ସମୟରେ ଜିଲ୍ଳା ସୀମାନ୍ତ ତେଲନଦୀ ବ୍ରିଜ ପାଖରେ ପହଂଚିବାର ସୂଚନା ଦିଆଯାଇଛି । ଏହି ଦିନ ସମସ୍ତ ଜନ ସାଧାରଣଙ୍କ ସହ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ପ୍ରଶାସନିକ କାର୍ଯ୍ୟକର୍ତ୍ତା ପ୍ରମୁଖ ସ୍ଥାନୀୟ ହସ୍ତତନ୍ତ ବସ୍ତ୍ର ପରିଧାନ କରି ଏହି ସ୍ୱାଗତ ଉତ୍ସବକୁ ଆହୁରି ରଙ୍ଗାୟିତ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି।
ଓଡିଶା ଖବର ଆହୁରି ପଢନ୍ତୁ