ହୋଟେଲରେ ଖାଇଲା ବେଳେ ମାସ୍କ ପିନ୍ଧବା କଷ୍ଟକର ହୋଇପଡୁଛି। ଏହାସହ କୋଭିଡ଼ କଟକଣା ସଠିକ ଭାବେ ପାଳନ ହେଉନି । ତେଣୁ ସମସ୍ତେ ସଚେତନ ହୋଇ ଏହି ପଦକ୍ଷେପ କୁ ଗ୍ରହଣ କରିବାକୁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ।
ବ୍ରହ୍ମପୁର: ବ୍ରହ୍ମପୁରରେ ହୋଟେଲ ଓ ରେଷ୍ଟୁରାଣ୍ଟ ଉପରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ । ଲୋକଙ୍କୁ ପାର୍ସେଲ ବା ପ୍ୟାକେଟ ଖାଦ୍ୟ ଯୋଗାଇବାକୁ ଅନୁରୋଧ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।