ସେହିପରି ଡାକ୍ତର ଦିଗରାଜ ବ୍ରହ୍ମାଙ୍କୁ ମିଳିବ ଓଡିଆ ବାଲ୍ ସାହିତ୍ୟ ପୁରସ୍କାର । ‘ଗୀତ କହେ ମାଟିର କଥା’ ବହି ପାଇଁ ଦିଗରାଜଙ୍କୁ ମିଳିବ ଏହି ପୁରସ୍କାର । ଏହାସହ ‘ସ୍ପର୍ଶ’ ଓ ଅନ୍ୟାନ୍ୟ ଗଳ୍ପ ପାଇଁ ସାହିତ୍ୟ ଏକଡେମୀ ଯୁବ ପୁରସ୍କାର ପାଇବେ ଦେବବ୍ରତ ଦାସ ।
ହୃଷିକେଶ ମଲ୍ଲିକଙ୍କୁ ସାହିତ୍ୟ ଏକାଡେମୀ ଓ ଦିଗରାଜ ବ୍ରହ୍ମାଙ୍କୁ ବାଲ୍ ସାହିତ୍ୟ ପୁରସ୍କାର

ଭୁବନେଶ୍ୱର: ୨୦୨୧ ମସିହା ପାଇଁ ଘୋଷଣା ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ବିଶିଷ୍ଟ କବି ହୃଷିକେଶ ମଲ୍ଲିକଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ‘ସରିଯାଇଥିବା ଅପେରା’ ପୁସ୍ତକ ପାଇଁ ହୃଷିକେଶଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ।
Download Argus News App
