କାର ଭିତରୁ ପ୍ରାୟ 40 କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରାଯାଇଛି। ସେହିପରି କାରରେ ଥିବା 2ଜଣଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନେ ଫିରିଙ୍ଗିଆ ଅଞ୍ଚଳର। ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରି ତଦନ୍ତ ଆରମ୍ଭ କରିଛି।
ବିପୁଳ ପରିମାଣର ଗଞ୍ଜେଇ ଜବତ, 2 ଗିରଫ
Download Argus News App
