୨ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବାକୁ ଥିବାବେଳେ ଏଥିରେ ଓଡ଼ିଶାର ସମସ୍ତ ଜିଲ୍ଲାର ମାନବାଧିକାର କର୍ମୀମାନେ ଯୋଗ ଦେଇ ଜିଲ୍ଲାର ବିଭିନ୍ନ ମାନବାଧିକାର ସମସ୍ୟା, ଆହ୍ୱାନ ଓ ସଫଳ ଘଟଣାକୁ ଉପସ୍ଥାପନା କରାଯିବ ।
ମାନବାଧିକାର କର୍ମୀ ସମ୍ମିଳନୀ ଅନୁଷ୍ଠିତ

ଅର୍ଗସ ବ୍ୟୁରୋ : ମାନବାଧିକାର କର୍ମୀ ସମ୍ମିଳନୀ ଅନୁଷ୍ଠିତ । ବିଶ୍ଵ ମାନବାଧିକାର ଦିବସ ଅବସରରେ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ ପକ୍ଷରୁ ଆଜି ରାଜ୍ୟସ୍ତରୀୟ ମାନବାଧିକାର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି ।
Download Argus News App
