ମାନବ ଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାଶ; ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହେଉଛନ୍ତି ଗରିବ ଯୁବତୀ

ଅର୍ଗସ୍ ବ୍ୟୁରୋ : ମାନବ ଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାଶ। ଝାରସୁଗୁଡା ପୋଲିସ ହାଥରେ ରାଜସ୍ତାନର ଆନ୍ତରାଜ୍ୟ ମାନବ ଚାଲାଣ ଗ୍ୟାଙ୍ଗର ସଦସ୍ୟ। ବିବାହର ପ୍ରଲୋଭନ ଦେଖେଇ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହେଉଛନ୍ତି ଗରିବ ଯୁବତୀ। ଆଜି ରାଜସ୍ଥାନରୁ ରିମାଣ୍ଡରେ ଆଣିଛି ଝାରସୁଗୁଡା ପୋଲିସ। ଏହି ଗ୍ୟାଙ୍ଗରେ ଝାରସୁଗୁଡାର ଜଣେ ଯୁବତୀ ସାମିଲ ଅଛନ୍ତି।
ଆହୁରି ଅଧିକ ଓଡିଶା ଖବର ପଢନ୍ତୁ...
ଶଙ୍କରପୁରରେ ସିଏମସିର ଚଢଉ

କଟକ: ଅସ୍ଵାସ୍ଥ୍ୟକର ପରିବେଶରେ ତିଆରି ହେଉଛି ଗୁପଚୁପ୍ । କଟକ ଶଙ୍କରପୁରରେ ଚଢଉ କଲା ସିଏମସିର ଖାଦ୍ୟ ସୁରକ୍ଷା ବିଭାଗର କର୍ମଚାରୀ । ଘର ଆଗରେ ଡମ୍ପିଂ ୟାର୍ଡ ରହିଥିବାବେଳେ, ଘର ବାହାରେ ଚାଲିଛି ଗୁପଚୁପ୍ ତିଆରି । ଏହାସହ ଗୁପଚୁପ୍ ତିଆରି ବ୍ୟବହାର ହେଉଥିବା ପାଣି ଅତ୍ୟନ୍ତ ଅପରିସ୍କାର, ଗୁପଚୁପ ତିଆରି ହେଉଥିବା ତେଲ ମଧ୍ୟ ପୋଡା । ଏହାସହ ଗୁପଚୁପରେ ବ୍ୟବହା
Download Argus News App
