ଏହି ଚିତ୍ର ହେଉଛି ଉପାନ୍ତ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲାର ଯେଉଁଠି ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାଓବାଦୀ ସଙ୍ଘଠନ ପକ୍ଷରୁ ଶହୀଦ ସପ୍ତାହ ପାଳନ କରାଯାଇଛି। ତେବେ ସବୁଠାରୁ ବଡ଼ କଥା ହେଉଛି ମାଓ ସଙ୍ଘଠନ ପୋଲିସ ଓ ସରକାର ଙ୍କ ନିକଟରେ ପୁଣି ଥରେ ନିଜର ସ୍ଥିତି କୁ ଜାହିର କରିଛନ୍ତି। ଯାହାର ଭିଡିଓ ଉତ୍ତୋଳନ କରି ନିଜେ ଭାଇରାଲ କରିଥିବା ଜଣାପଡ଼ିଛି। ତେବେ ଭାଇରାଲ ହୋଇଥିବା ଭିଡିଓ ସମ୍ପର୍କରେ ଛତିଶଗଡ଼ ପୋଲିସ ପକ୍ଷରୁ କୌଣସି ମଧ୍ୟ ସ୍ୱଷ୍ଟିକରଣ ପ୍ରଦାନ କରାଯାଇ।
ଓଡିଶା ଖବର ଆହୁରି ପଢନ୍ତୁ