ବାଇଗ ସହ ଅନ୍ୟ ୫ ଜଣ ଶିକାରୀ ଘଟଣା ସ୍ଥଳରୁ ଚମ୍ପଟ ମାରୁଥିବା ସମୟରେ ବେଳେ ବନକର୍ମଚାରୀ ମନେ ତାଙ୍କୁ ମାଡି ବସିଥିଲେ। ବାଇଗ ହୋ କୁ କାବୁ କରିଥିବା ବେଳେ ଅନ୍ୟ ଶିକାରୀ କୌଶଳ କ୍ରମେ ଚକମା ଦେଇ ଚମ୍ପଟ ମାରିଥିଲେ। ବାଇଗ କୁ ବୁଧୁବାର ଉଦଳା ଏସଡିଜିଏମ କୋର୍ଟରେ ହାଜର କରାଯାଇଛି। ପଚାର ଉଚୁରା ବେଳେ ଶିକାର ଏବଂ ବନ୍ଧୁକ ସମ୍ବର୍ଦ୍ଧିତ ଅନେକ ତଥ୍ୟ ବନବିଭାଗକୁ ମିଳିଥିବା ନେଇ ସୁଚନା ଦେଇଛନ୍ତି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ତଥା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ନିର୍ଦ୍ଦେଶକ ଟି. ଅଶୋକ କୁମାର ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।