ବନବିଭାଗ ଏକ ଟିମ ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରି ଶିକାର ଉଦେଶ୍ୟରେ ଯାଇଥିବା ଗୁଣ୍ଡୁରୀପୋଷି ଗ୍ରାମର ସୁବଳ ଧୀବର ଓ ବେଲମରା ଗ୍ରାମର ଖଗେଶ୍ୱର ମୁଣ୍ଡାଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ଦେଶୀ ବନ୍ଧୁକ,ସୀସା ଗୁଳି,ଟାଙ୍ଗିଆ, ଛୁରୀ ଓ ଲାଇଟର ଆଦି ଜବତ କରିଥିଲେ l ଦୁଇ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି l
ଅଧିକ ପଢନ୍ତୁ ଓଡିଶା ଖବର