ଏହାକୁ ସ୍ତ୍ରୀ ମଞ୍ଜୁଲତା ବିରୋଧ କରିବାରୁ ଉଭୟ ମଧ୍ୟ ଝଗଡା ହୋଇଥିଲା । ପରେ ସ୍ବାମୀ ଦୁର୍ଗା ଉତକ୍ଷିପ୍ତ ହୋଇ ସ୍ତ୍ରୀ ମଂଜୁଲତାକୁ ଏକ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲା । ତେବେ ସ୍ୱାମୀ ଦୁର୍ଗା ମୁର୍ମୁ ଘଟଣା ସ୍ଥଳରୁ ଖସି ପଳେଇ ଯିବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ ବାନ୍ଧି ଦେଇଥିବା ଜଣାପଡିଛି । ଖବର ପାଇ ଅଭିଯୁକ୍ତ କୁ ଗିରଫ କରି ଘଟଣାର ତଦନ୍ତ କରୁଛି ।
ଅଧିକ ପଢନ୍ତୁ ଅପରାଧ ସମ୍ପର୍କିତ ଖବର
ମଦ ପିଇ ହିତାହିତ ଜ୍ଞାନ ଭୁଲିଲା ସ୍ୱାମୀ

ବାଲେଶ୍ୱର: ମଦ ପିଇ ହିତାହିତ ଜ୍ଞାନ ଭୁଲିଲା ସ୍ୱାମୀ । ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ମାରିଦେଲା ସ୍ୱାମୀ। ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଗହୀରାବନ୍ଧ ଅଞ୍ଚଳ ଗ୍ରାମରେ । ସୂଚନା ମୁତାବକ ଅଭିଯୁକ୍ତ ସ୍ୱାମୀ ଦୁର୍ଗା ମୁର୍ମୁ ଗତକାଲି ବିଳମ୍ବିତ ରାତିରେ ମଦ ପିଇ ଘରକୁ ଫେରିଥିଲେ।
ଅଧିକ ପଢନ୍ତୁ: ସ୍ତ୍ରୀକୁ ହାଣି ବିଷ ପିଇଲା ସ୍ୱାମୀ
Download Argus News App
