ଅଧିକ ପଢନ୍ତୁ: ସ୍ତ୍ରୀକୁ ପାଳଗଦାରେ ପୁରାଇ ଜାଳିଦେଲା ସ୍ୱାମୀ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପାଳସ ଗାଁ ରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତ ମହିଳା ଜଣକ ହେଲେ ମମତା ଖଟୁଆ। ଅଭିଯୁକ୍ତ ସ୍ୱାମୀ ଅଷ୍ଟମ ଖଟୁଆ ଓ ବଡ଼ ଭାଇ ଶିବ ଖଟୁଆ କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍।
ଅପରାଧ ସମ୍ପର୍କିତ ନ୍ୟୁଜ ଆହୁରି ପଢନ୍ତୁ