ସ୍ଵାମୀ ସୌଭାଗ୍ୟ ଦାସକୁ ପୋଲିସ ଅଟକ ରଖିଥିବା ସୂଚନା। ମୃତକ ମହିଳାଙ୍କ ନାମ ଲିଲି ଦାସ । ଘଟଣା ସ୍ଥଳରେ ପୋଲିସର ତଦନ୍ତ ଜାରି।
ଆହୁରି ଅଧିକ ଓଡିଶା ଖବର ପଢନ୍ତୁ...
ରାଜଧାନୀରେ ଚାଞ୍ଚଲ୍ୟ, ସ୍ତ୍ରୀକୁ ମାରିଦେଲା ନୃଶଂସ ସ୍ୱାମୀ

ଅର୍ଗସ ବ୍ୟୁରୋ: ଭୁବନେଶ୍ଵରେ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ଵାମୀ। ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପିଟିପିଟି ହତ୍ୟା। ସହିଦନଗର ଥାନା ବାସୁଆଘାଇରେ ହତ୍ୟା, ସ୍ଵାମୀ ଗିରଫ। ସ୍ତ୍ରୀକୁ ହତ୍ୟା ପରେ ଆତ୍ମହତ୍ୟା ରୂପ ଦେବାକୁ ଉଦ୍ୟମ।
ଅପାରଗ ଅଫିସରଙ୍କୁ ମାଲକାନଗିରି ବଦଳି କରିବାକୁ କହି ବିବାଦରେ ସୁବାସ ସିଂହ
ଅର୍ଗସ ବ୍ୟୁରୋ: ମାଲକାନଗିରିରେ ତୀବ୍ର ପ୍ରତିକ୍ରିୟା । ଅପାରଗ ଅଫିସରଙ୍କୁ ମାଲକାନଗିରି ବଦଳି କରିବାକୁ କହି ବିବାଦରେ କଟକ ମେୟର ସୁବାସ ସିଂହ । ଏଠି ପ୍ରଶ୍ନ, ମାଲକାନାଗିରି କଣ କଳାପାଣି ?
ମାଲକାନାଗିରି କଣ କଳାପାଣି .....ନା ମାଲକାନାଗିରି କଣ ପନିସମେଣ୍ଟ ଜିଲ୍ଲା । କାହିଁକି ବିଜେଡିର ନେତା,ମନ୍ତ୍ରୀ, ବିଧାୟକ ମାନେ ବାରମ୍ବାର ଅଫିସରଙ୍କୁ ମାଲକାନାଗିରି ପଠା
Download Argus News App
