ଅଧିକ ପଢନ୍ତୁ ଓଡିଶା ଖବର
ଏହି ମାଛ ର ନାଁ କ'ଣ , କେଉଁଠୁ ଆସିଲା ଏହି ମାଛ ତାହା ଏବେ କହିବା ମୁସ୍କିଲ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭିନ୍ନ ଭିନ୍ନ ପ୍ରଜାତିର ଜଳଚର ଜୀବ ମାନଙ୍କର ଉତ୍ପତ୍ତି ହେଉଥିବା ଲୋକମାନେ କଥାବାର୍ତ୍ତା ହେଉଛନ୍ତି ।
ଅର୍ଗସ ବ୍ୟୁରୋ : ଏକ ବିରଳ ପ୍ରଜାତିର ମାଛ ଚିହ୍ନଟ ହୋଇଛି । ହଁ ଆଜ୍ଞା ଏକଦମ୍ ସାପ ପରି ଦିଶୁଛି ଏହି ମାଛ , ହେଲେ ଏହା ସାପ ନୁହେଁ ବରଂ ଏହା ଏକ ବିରଳ ପ୍ରଜାତିର ମାଛ , ଆଉ ଏହି ମାଛ ଦେଉଛି ସାପର ଭ୍ରମ । ଯେ-କେହି ବ୍ୟକ୍ତି ଏହାକୁ ଦେଖିବ ତ' ସେ ସାପ ବୋଲି କହିବ । ହେଲେ ଏହା ସାପ ନୁହେଁ ବରଂ ମାଛ । କିଛି ଦିନ ତଳେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ବଡ଼ପୋଖରୀଆ ଗ୍ରାମରେ ଥିବା ଏକ ଚାଷ ଜମିରେ ଦେଖିବାକୁ ମିଳିଥିବା ବେଳେ ଆଉ ଏବେ ସୋରଣ ଗ୍ରାମର ଏକ ଝରଣା ନିକଟରେ ଦେଖବାକୁ ମିଳିଛି ଏହି ବିରଳ ପ୍ରଜାତିର ମାଛ ।
ଅଧିକ ପଢନ୍ତୁ ଓଡିଶା ଖବର
ଏହି ମାଛ ର ନାଁ କ'ଣ , କେଉଁଠୁ ଆସିଲା ଏହି ମାଛ ତାହା ଏବେ କହିବା ମୁସ୍କିଲ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭିନ୍ନ ଭିନ୍ନ ପ୍ରଜାତିର ଜଳଚର ଜୀବ ମାନଙ୍କର ଉତ୍ପତ୍ତି ହେଉଥିବା ଲୋକମାନେ କଥାବାର୍ତ୍ତା ହେଉଛନ୍ତି ।