ଚାଲାଣରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଥିବା ବେଳେ ବ୍ୟବହୃତ ମୋଟର ସାଇକେଲକୁ ଜବତ କରିଛି ପୋଲିସ। ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଥିବା ସୂଚନା ମିଳିଛି।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ
ଅର୍ଗସ ବ୍ୟୁରୋ: ବେଆଇନ ଗୋଚାଲାଣ ବେଳେ ଉଦ୍ଧାର ହେଲେ ୯୫ ଗୋରୁ। ଦିନକୁ ଦିନ ବଢ଼ି ଚାଲିଛି ଗୋରୁ ଚାଲାଣ। ଅନୁଗୋଳ ଜିଲ୍ଲା ସମଲ ଥାନା ପୋଲିସ ବେଆଇନ ଗୋଚାଲାଣ ଉପରେ ଚଢାଉ କରି ୯୫ ଗୋରୁଙ୍କୁ ଉଦ୍ଧାର କରିଛି।
ଚାଲାଣରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଥିବା ବେଳେ ବ୍ୟବହୃତ ମୋଟର ସାଇକେଲକୁ ଜବତ କରିଛି ପୋଲିସ। ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଥିବା ସୂଚନା ମିଳିଛି।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ