ଏହାସହ ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି ଏସବୁର ତଦନ୍ତ କରୁଛି ଅବାକରୀ ବିଭାଗ। ଦିନକୁ ଦିନ ଏପରି ଘଟଣା ସାମ୍ନାକୁ ଆସୁଥିବାବେଳେ ଏହାକୁ ରୋକିବା ଆବଶ୍ୟକ ହୋଇପଡୁଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଅଫିମ ଚାଷ ଉପରେ ସମ୍ବଲପୁର ଅବକାରୀ ବିଭାଗର ବଡ ଧରଣର ଚଢାଉ । ନାକଟିଦେଉଲ ଥାନା ଅନ୍ତର୍ଗତ ଗୋପାଲପୁର ଜଙ୍ଗଳରେ ବେଆଇନ ଭାବେ ୨୦ ଡିସିମିଲରୁ ଉର୍ଦ୍ଧ୍ୱ ଜମିରେ ଅଫିମ ଚାଷ କରାଯାଇଛି । ସମ୍ବଲପୁର ଅବକାରୀ ଖବର ପାଇ ଅଫିମ ଚାଷ ଉପରେ ଚଢାଉ କରି ଗଛକୁ ନଷ୍ଟ କରିଛି । ଘଟଣାରେ ଜଣେ ଯୁବକ ଗିରଫ କରିଥିବା ବେଳେ ୨ ଜଣକୁ ଅଟକ ରଖିଛନ୍ତି ।
ଏହାସହ ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି ଏସବୁର ତଦନ୍ତ କରୁଛି ଅବାକରୀ ବିଭାଗ। ଦିନକୁ ଦିନ ଏପରି ଘଟଣା ସାମ୍ନାକୁ ଆସୁଥିବାବେଳେ ଏହାକୁ ରୋକିବା ଆବଶ୍ୟକ ହୋଇପଡୁଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: