ଏହାପରେ ଖଲ୍ଲିକୋଟ ଥାନା ଅଞ୍ଚଳର ନିର୍ମଳଝର ଓ ମଧୁପଲ୍ଲୀ ଠାରେ ଚଢ଼ାଉ କରି ବିପୁଳ ପରିମାଣର ବେଆଇନ ଦେଶୀମଦ ଜବତ କରିବା ସହ ଏଥିରେ ସଂପୃକ୍ତ ଥିବା ଦୁଇ ଜଣ ବେଆଇନ ମଦ ବେପାରୀଙ୍କୁ ପୋଲିସ ଗିରଫ କରିଛି। ଉକ୍ତ ଦୁଇ ଅଭିଯୁକ୍ତ ହେଲେ ନିର୍ମଳଝରର ଜିତୁ ଖଟୁଆ ଓ ମଧୁପଲ୍ଲୀ ଗ୍ରାମର ଦୀଲିପ ଦାସ। ଉଭୟଙ୍କୁ ଗୀରଫ କରି କୋର୍ଟ ଚାଲାଣ କରାଯାଇଛି।