ଗାଡିଟିରେ ବହୁ ଶାଗୁଆନ୍ କାଠ ରହିଥିବା ବେଳେ ବନ ବିଭାଗ ଅଧିକାରୀ ହାତଗୁଞ୍ଜା ନେଇ ଏଭଳି ବହୁ ବେଆଇନ କାଠ ଗାଡିକୁ ଛାଡି ଦେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଯାହା ଫଳରେ ଗ୍ରାମବାସୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ନମ୍ବର ବିହୀନ କାଠ ବୋଝେଇ ଗାଡି ଜବତ
Download Argus News App
