ଅନ୍ୟପଟେ ମେ’ ମାସରେ ଓଡ଼ିଶାର ତାପମାତ୍ରା ସାଧାରଣ ଭାବେ କମ୍ ରହିବ। ଦିନରେ ତାପମାତ୍ରା କମ ରହିବା ସହିତ ରାତିରେ ତାପମାତ୍ରା ସାଧାରଣଠୁ ଟିକେ ଅଧିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଅପରାହ୍ନରେ କାଳବୈଶାଖୀର ଆଶଙ୍କା ରହିଛି।
ଆହୁରି ଅଧିକ ଓଡିଶା ଖବର ପଢନ୍ତୁ...
ସମ୍ଭାବ୍ୟ ବାତ୍ୟା ନେଇ ଆଇଏମଡି ଡିଜିଙ୍କ ସୂଚନା

ଭୁବନେଶ୍ଵର : ମେ’ ୬ରେ ଲଘୁଚାପ। ସମ୍ଭାବ୍ୟ ବାତ୍ୟା ନେଇ ଆଇଏମଡି ଡିଜିଙ୍କ ସୂଚନା। ମେ’ ୬ ତାରିଖରେ ଦକ୍ଷିଣ ପୂର୍ବ ଆଣ୍ଡାମାନ ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ପରେ ଏହା ଅଧିକ ତୀବ୍ର ହେବ। ତେବେ ଲଘୁଚାପ ପରେ ଚିତ୍ର ସ୍ପଷ୍ଟ ହେବ।
ଧରାପଡିଲା ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ମହାମିଛ
ଅର୍ଗସ ବ୍ୟୁରୋ: ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟ ସରକାର EXPOSED! ସମ୍ବିତଙ୍କ ସାଣିତ ଆକ୍ରମଣରେ ଘାଇଲା ରାଜ୍ୟ ସରକାର ! ଧରାପଡ଼ିଲା ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ମହାମିଛ । କାହିଁକି ଚୋରି ଚୋରି ଚୁପ୍କେ ଚୁପ୍କେ ?
ରାତିରେ ସର୍ଭେ ଭିଜୁଆଲକୁ ନେଇ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ସେ ପଚାରିଛନ୍ତି, ମିଛ ତଥ୍ୟ ଦେ
Download Argus News App
