ଏହି ପ୍ରବାସୀ ମାନେ ଟ୍ରେନରେ ଅହମଦାବାଦରୁ ଭୁବନେଶ୍ୱର ଆସିଥିଲେ। ପରେ ଷ୍ଟେସନରୁ ବୋଲେରୋ ମାଧ୍ୟମରେ ଘରକୁ ଯାଉଥିବା ବେଳେ ପୋଲିସ ହାତରେ ଧରାପଡିଥିବା ଜଣାପଡିଛି ।
ସଟଡାଉନ ନିୟମ ଭାଙ୍ଗି ଫାଇନ ଗଣିଲେ ପ୍ରବାସୀ
Download Argus News App
