ଅଧିକ ପଢନ୍ତୁ :11 ଦିନର ଶିଶୁକୁ ବିକ୍ରୀ ପାଇଁ ଯୋଜନା କରୁଥିଲେ, ଉଦ୍ଧାର କଲା ଚାଇଲ୍ଡ ଲାଇନ
ଏହି ବୈଠକରେ ଇଡି, ଆଇଟି, ସିବିଆଇ, ଏକ୍ସସାଇଜ, କଷ୍ଟମ, ଓଡ଼ିଶା ପୋଲିସର ବରିଷ୍ଠ ଅଧିକାରୀ, ଖଣି ସଚିବ, କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଯୋଗ ଦେଇଛନ୍ତି। ତେବେ ଦେଶରେ କଳାଧନ କାରବାର ରୋକିବା ପାଇଁ SIT ର ଗଠନ ହୋଇଛି। କଳାଧନ ସମ୍ପର୍କିତ ପ୍ରସଙ୍ଗ ସହ ଅନ୍ୟ କିଛି ସାଂପ୍ରତିକ ପ୍ରସଙ୍ଗ ବାବଦରେ ଆଲୋଚନା ଚାଲିଛି।