ଗତକାଲି ରାତିରେ କଣାସ ବ୍ଲକ ଗଡିଶାଗୋଦା ଥାନା ରୋଷଣା ଗ୍ରାମର ଇସାଣେଶ୍ୱର ମନ୍ଦିରରେ ଦୁର୍ବୃତ୍ତ ମାନେ ମୂର୍ତ୍ତି ଚୋରାଇନେଇଥିବା ଦେଖିବାକୁ ମିଳିଛି। ଗତ ତିନି ମାସରେ ମୋଟ 5ଟି ମନ୍ଦିରରୁ ଚୋରି ହୋଇଥିବା ବେଳେ ଏପର୍ଯ୍ୟନ୍ତ ପୋଲିସ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ବିଫଳ ହୋଇଛି।
ବିଭିନ୍ନ ମନ୍ଦିରରୁ ମୂର୍ତ୍ତି ଚୋରି କରୁଛନ୍ତି ଲୁଟେରା
Download Argus News App
