ଏହି ଘଟଣା ନେଇ ଦୁଇଟି ପୃଥକ ପୃଥକ ମାମଲା ରୁଜୁ ହେଇଛି । ଗତକାଲି ବିଳମ୍ବିତ ରାତିରେ କରଞ୍ଜିଆ SDPO ଙ୍କ ନେତୃତ୍ୱରେ ଦୁଇ ଜଣ ଆଇ ଆଇସି, ଦୁଇ ସେକ୍ସନ ପୋଲିସ କର୍ମଚାରୀଙ୍କୁ ନେଇ ଏଦେଲବେଡା ଗାଁରେ ଚଢ଼ାଉ କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତ ସହିତ ୫ ଜଣଙ୍କୁ ପୋଲିସ ଗିରଫ କରିଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।