ପରୀକ୍ଷାର୍ଥୀଙ୍କ ସଫଳତା କାମନା କରୁଛି : ଧର୍ମେନ୍ଦ୍ର ପ୍ରଧାନ
ସୂଚନାଯୋଗ୍ୟ, ମାର୍ଚ୍ଚ 10 ରୁ ଚାଲିଛି ମାଟ୍ରିକ ସେମଟିଭ୍-2 ପରୀକ୍ଷା । 3ଟି ପେପର୍ (ଓଡିଆ,ଇଂରାଜୀ,ହିନ୍ଦୀ/ସଂସ୍କୃତ) ର ପରୀକ୍ଷା ସରିଲାଣି । ସ୍ଵଚ୍ଛ ପରୀକ୍ଷା ପରିଚାଳନା ପାଇଁ ୫୭ଟି କେନ୍ଦ୍ରୀୟ ସ୍କ୍ବାର୍ଡର ବ୍ୟବସ୍ଥା କରାଯାଇଥିବା ସୂଚନା ରହିଛି । ମୋଟ ୩୨୧୮ଟି ରେ କେନ୍ଦ୍ରରେ ପରୀକ୍ଷା ଚାଲିଛି । ଏଥିପାଇଁ 316 ଟି ନୋଡାଲ ସେଣ୍ଟର ରହିଥିବାବେଳେ ମାଓ ଅଧ୍ୟୁଷିତ ଅଞ୍ଚଳରେ 22 ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି ।